January 14

ପ୍ରତୀକ୍ଷା ଜହ୍ନକୁ…

‘ଜହ୍ନ’ ସିନା ଆକାଶରେ ବହୁଦୂରେ …….
ହେଲେ,
ଦେଖେ ତାକୁ ସବୁଦିନ ହୃଦୟର ସନ୍ଧ୍ୟାରେ ;
ଏହି ଜହ୍ନ ଲୁଚେ ନାହିଁ
ଅମା ଅନ୍ଧକାରେ ….!
ସବୁଦିନ ଜହ୍ନ ଆସେ,
ମୋତେ ଲାଗେ ପ୍ରତିଟି ମୁହୂର୍ତ୍ତ ;
ସୁଶୀତଳ ଚାନ୍ଦିନୀରେ ଭରା,
ମୋ ଜହ୍ନର ଆଲୋକକୁ ……….
କଇଁ ହୋଇ ଚାହିଁଛି ମୁଁ,
କେବେ ପୁଣି ବିରହୀଣୀ,
ଚକୋରିଟି ପରି ….!
____________________________(by P.K.M.)
***************
ଅମୃତଧାରା
***************
‘ବିରହୀଣୀ ଚକୋରିକୁ’ କେହି କେବେ ଦେଖିନାହିଁ,
ସତ୍ତା ତା’ର କବିତାର ପଂକ୍ତି,
ଆଉ କବିର କଳ୍ପନାରେ ……….
କେବେ କେବେ ମିଳିଯାଏ ;
ଭାବନାକୁ ବ୍ୟକ୍ତ କରେ ……..
‘କଇଁ’ ଫୁଟେ,
ପ୍ରକୃତିର ନିୟମରେ ……..!
କବିତାର କଳ୍ପନାରେ ଚାହିଁଥାଏ ‘ଜହ୍ନ’କୁ ;
‘ଜହ୍ନ’ ଆଉ ସୁଶୀତଳ ଚାନ୍ଦିନୀ,
ମନ ମୋହେ ଭାବନାର ସ୍ରୋତେ ……
‘ଜହ୍ନ’ କହେ ମାତ୍ର ମୁଁ ତ,
ଗ୍ରହ ଏକ କିଛି ତତ୍ତ୍ୱମାନଙ୍କର ;
ଧନ୍ୟ କଲ ତୁମେ ମୋତେ !
ମୋ ପାଇଁ କେବେ ହେଲ ……..
ନୀଳ କଇଁ, ଆଉ କେବେ ଚକୋରି,
‘ମୁଁ’,
କେବେ ‘ଜହ୍ନ’ ଆଉ କେବେ ‘ଚନ୍ଦନ’ର ବୃକ୍ଷ ସିନା,
କିନ୍ତୁ ମୋ ଭାଗ୍ୟଚକ୍ର ………
ବିଧତାର ନିୟମରେ ବନ୍ଧା ;
ଦୂରରୁ ମୁଁ ମନ ମୋହେ କିନ୍ତୁ, ……..
ନିକଟରେ ମୁଁ ମାତ୍ର କିଛି ତତ୍ତ୍ୱର ପିଣ୍ଡୁଳାଟେ ;
ଆଉ କେବେ ହଳାହଳ ସର୍ପଙ୍କର,
ପ୍ରିୟ ବିଶ୍ରାମ ସ୍ଥଳ |
ଦୂରେ ନାହିଁ,
ହୃଦୟରେ ଚାନ୍ଦିନୀର ଶୀତଳତା ଆଉ,
ଚନ୍ଦନର ବାସ୍ନା ହୋଇ ;
ସଦା ତୁମ ପାଖେ ପାଖେ …….
ତୁମ ‘ଜହ୍ନ’ | 🙂
______________________(by B.B.)

January 5

କାହ୍ଣୁପ୍ରିୟା

ଚେନାଏ ହସ ନା ସେ ଆଞ୍ଜୁଳାଏ ପୁଷ୍ପ…..!
କାକର-ବିନ୍ଦୁ ଆଉ ସେ ଗୋଲାପି-ଗୋଲାପି ଶୀତ |

ଶୀତୁଆ ଫୁଲମାନଙ୍କର ଖିଲି-ଖିଲି ହସ,
ତୁମ ଆଖିର କଜଳ ନା ସେ କୁହୁକ?

ତୁମେ ମୋର ପ୍ରେମିକା ନା ମୁଁ ତୁମ ପ୍ରେମିକ….!
ତୁମେ ନିଅ ଫୁଲଠୁ ନା ଫୁଲ ନିଏ ତୁମଠୁ ମହକ?

ଅଳସୁଆ ପବନର ସେ ମନ୍ଦ-ମନ୍ଦ ଗତି,
ଲାଗୁଥାଏ ତୁମେ ପଠେଇଛ କେଉଁ ସନ୍ଦେଶ |

ତୁମେ ନାହଁ ଏଠି କିନ୍ତୁ ମୋ ଭିତରୁ ତୁମ ବାସ୍ନା,
ଭିଜିଗଲି ମୁଁ ବି, ଆତ୍ମତୃପ୍ତି ତୁମ ବାସ୍ନା ;

ଫୁଲମାନେ ହସୁଛନ୍ତି ଦେଖ ମୋତେ ଦେଖୁଛନ୍ତି,
ତୁମେ ଆତ୍ମାର ମହକ ହୋଇ ହଜିଗଲ ମୋ ଭିତରେ |

ଚେନାଏ ହସ ନା ସେ ଆଞ୍ଜୁଳାଏ ପୁଷ୍ପ……!
କାକର-ବିନ୍ଦୁ ଆଉ ସେ ଗୋଲାପି-ଗୋଲାପି ଶୀତ | 🙂

December 18

Beeti Raina

Tujhe jana hi tha toh,
tujhko rukna bhi tha;

Tere haathon se likhi kahani,
tujhko hi pura karna bhi tha;

Tere hisse ke shabd,
main kahan se laaun…….?

Tere hisse ke mukhde ko,
main kaise gaaun…….?

Jo geet tune khud,
humare liye likha tha;

Ussey main tanha,
surili banaun kaise…….?

Kahani adhuri,
geet besura ban kar ………..

Na jane kab tak,
tera intezaar karengey…….?

Tu ayega jab tak,
tere ruh mein wo andaaz……,

Tujhe jana hi tha toh,
adhurepan ko pura karna bhi tha. 🙁

November 13

The Perfect YOU

Hey Perfect You,
how you become the “YOU”?

Everyday you need a mask of “YOU”,
every moment you act like ‘YOU’;

Who really are you?

Everyday you break me,
gather the pieces of me;

Again break me,
still you manage to smile;

You are not the ‘YOU’,
still you pretend everything to be ‘OK’;

Everyday make me Fool,
every moment break me down;

Hey “YOU” look at me…………..

You couldn’t break my Soul,
you couldn’t touch my Soul;

I am “ME”,

will leave you perfect,
as you think of YOU;

But you are not ,
“THE PERFECT YOU”…………:)

September 22

My Virtual World

My virtual world is full of joy,
No wrong deeds exist……….
So beautiful and peaceful,
Far away from all the sins……..

I get all the energy,
I get all the positive vibes from…….
To tolerate your lust,
To survive as your victim………

Whatever you do,
whatever you think………..
That is your world,
You may call that real world………

But that is not my world,
that you connote real world……..
Let me live in my world,
Bring colors to my wings……….

I am happy to say…………
Your world is not my world.
I am happy to live,
in my ‘Virtual World’. 🙂

September 3

Ghosla

Tutey hue Dil ke kuchh tukdey,
Bikhar gaye sapno ke khatey meethey ehsaas.

Jamaney ki ankahi ansuljhey dard,
Thodi si jeene ki chahat.

Kuchh dur aur chalne ki asha,
Thodi der aur intezaar uss waqt ka.

Khushnuma uss pal ke aane ka,
Befikr yun intezaar karne ka……

Kuchh toh wajah hogi,
Uss Parinde ke ghosley ka.

Yun bewajah kuchh nahi hota,
Na hum hotey, na humara Ghosla hota. 😐

January 25

Living The Truth

Living the truth is so hard,
which is unknown;

The well known facts are,
creating so much confusion.

The water is water,
whether salty or sweet;

Unknown till the tongue,
tastes it ever.

The water is water,
whether hot or cold;

Unknown till the hand,
feels it ever.

Living the truth is so hard,
which is under cover….!!! 😐

January 5

ଅଡୁଆ-ସୂତା

ସମ୍ପର୍କର ଜଟିଳତା,
ହୋଇଗଲା ଅଡୁଆ-ସୂତା |

ଏପଟେ ମୁଁ,
ଆଉ ସେପଟେ ତୁମେ |

କେତେ ମିଛ, ପ୍ରତାରଣା,
ଆଉ ମୁଖା ନୂଆ-ନୂଆ |

ଭାବୁଛକି ଜାଣିନି ମୁଁ,
ତୁମ ‘ସୂତ୍ର’, ଜାଲବୁଣା ……??

ସବୁ ଜାଣି ଚୁପ୍-ଚାପ୍,
ଦେଖୁଛି ମୁଁ ତୁମ ଅଭିନୟ |

ଅପେକ୍ଷାରେ ଗଣୁଅଛି,
ଦିନ ଆଉ କେତେ ଅଛି, ମୁଖା ଆଉ କେତେ ଅଛି ….??

କାହାଣୀର ଅନ୍ତିମ ବେଳାରେ,
କେତେ ପ୍ରଶ୍ନବାଚୀ ………….??

ସମ୍ପର୍କର ଜଟିଳତା,
କାଟିଦେବ ସବୁ ଅଡୁଆ-ସୂତା | 🙁

December 21

ପ୍ରିୟ ଅନୁଭୂତି

ପ୍ରିୟ ଅନୁଭୂତି ତୁମେ ଚାଲିଯାଅ ;
ଏକା ମୋତେ ଛାଡିଦିଅ ……….

ଏ ପଂଚତତ୍ବର ଶରୀରେ ;
ଆଉ ଶେଷ କିଛି ନାହିଁ |

ତୁମେ ବି ଲୋଭୀ ହୋଇ ଆଉ ମୋତେ ;
ସାନ୍ତ୍ବନା ଦିଅ ନାହିଁ |

ଜନ୍ମର ସାଥୀ ତୁମେ, କିନ୍ତୁ ;
ଏବେ ତୁମେ ଚାଲିଯାଅ |

ଶେଷ ନିଶ୍ବାସର ଅପେକ୍ଷାରେ ;
ଆଉ କଷ୍ଟ ଦିଅ ନାହିଁ |

ଆଉ ଲୁହ ବାକି ନାହିଁ ;
କୋହ ତୁମେ ନେଇ ଯାଅ |

ପ୍ରିୟତମା ଏବେ ତୁମେ ଚାଲିଯାଅ ;
ଯାତନାରୁ ମୁକ୍ତ କରି ଏକା ମୋତେ ଛାଡିଦିଅ |

ଶେଷ ଥିବା ନିଶ୍ବାସକୁ ଏକା ଛାଡି ;
‘ଅନୁଭୂତି’, ଏବେ ତୁମେ ଚାଲିଯାଅ |

November 17

Let It Happen :|

Your silence is killing me Inside,
Let me die………..
Let me die………..

Your absence is breaking me Down,
Let me cry………….
Let me cry………….

Your ignorance is hurting me So bad!
Let me go away……..
Let me go away……….

Your eyes, not lying me So good,
Let them lead the way……..
Let them lead the way………

Your heart is calling me Out,
Don’t be shy……….
Don’t be shy………..

Stop your mind bothering So much,
Let it happen…………..
Let it happen…………… :(: